କଥା କୁହା ଠାକୁର ଶ୍ରୀ ଜଗନ୍ନାଥ

ଜୁଲାଇ ମାସ ର ଶେଷ ଶନିବାର। ତର ତର ହୋଇ ସନ୍ଧ୍ୟା ୬:୩୦ ମିନିଟ ରେ ମନ୍ଦିର ରେ ପହଞ୍ଚିଲି। ସାଙ୍ଗରେ ନେଇ ଥିବା ଫୁଲ ଏବଂ ତୁଳସୀ   ଚାଙ୍ଗୁଡ଼ି ଟିକୁ ମନ୍ଦିର ଦୁଆର ମୁହଁରେ ଥିବା ଗୋଟିଏ ଟେବଲ ଉପରେ ରଖିଦେଇ ପାଣି ନଳ ପାଖରେ ଗୋଡ଼ ଧୋଉ ଥାଏ। ଠିକ୍ ଏତିକି ବେଳେ ଜଗନ୍ନାଥ ପ୍ରବନ୍ଧକ କମିଟି ର ସଭାପତି ଆସି ମୋତେ କହିଲେ, ” ସାମଲ ବାବୁ ଆଜି ଅମ୍ବିକା ପ୍ରସାଦ ବାବୁ(… Continue reading କଥା କୁହା ଠାକୁର ଶ୍ରୀ ଜଗନ୍ନାଥ

Published
Categorized as Spiritual

ପ୍ରାର୍ଥନା ର ଶକ୍ତି

ଏ ସଂସାରରେ ଅଧିକାଂଶ ମଣିଷ ଅନ୍ତରରେ ଅଶାନ୍ତ ,ସମସ୍ତେ ଖୋଜନ୍ତି ଶାନ୍ତି | ଏ ଦୁର୍ଲ୍ଲଭ ଶାନ୍ତି କାହାକୁ ମିଳେ ନାହିଁ | ପ୍ରାର୍ଥନା ଆଣିଦିଏ ମନରେ ଶାନ୍ତି | ପ୍ରାର୍ଥନା ଶବ୍ଦ ଟି ଦୁଇ ସଂସ୍କୃତ ଶବ୍ଦ ରୁ ଉଦ୍ଧୃତ –ପ୍ରାୟ ଏବଂ ଆର୍ଥନା |ଏହାର ଅର୍ଥ ହେଲା ,ମାନବର  ଅଭୀଷ୍ଟ ସିଦ୍ଧି ପାଇଁ ଭଗବାନଙ୍କ ପାଦପଦ୍ମ ରେ ଏକ ଆବେଗପୂର୍ଣ ନିବେଦନ |   ବେଳେବେଳେ  ମାନବ ନିଷ୍କାମ ବା କାମନା ରହିତ ପ୍ରାର୍ଥନା ମଧ୍ୟ… Continue reading ପ୍ରାର୍ଥନା ର ଶକ୍ତି

Published
Categorized as Spiritual

Lord Jagannath: The Supreme God of the Universe

Lord Jagannath, also known as Mahaprabhu Jagannath, is a deity worshipped in Hinduism. He is considered to be the supreme power and focal point of the living world, appearing in all and being omnipotent and all-pervading. The name “Jagannath” comes from the Sanskrit words “Jagat” meaning the whole world (universe) and “Nath” meaning lord. Thus,… Continue reading Lord Jagannath: The Supreme God of the Universe

Published
Categorized as Spiritual